ପାର୍ବଣ ଋତୁରେ ରେଲଓ୍ବେର ବଡ଼ ଉପହାର

ପାର୍ବଣ ଋତୁରେ ରେଲଓ୍ବେର ବଡ଼ ଉପହାର, ୧ କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌ l ଏଥିପାଇଁ ୧୦୮ ଟ୍ରେନରେ ଅତିରିକ୍ତ ସାମାନ୍ୟ ବଗି ସହ ୧୨ ହଜାର ୫ ଶହ ବଗି ଯୋଡ଼ାଯିବ । ବିଶେଷ କରି ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଯାଉଥିବା ଅନେକ ଟ୍ରେନ ରୁଟରେ ଦୁର୍ଗା ପୂଜା, ଦିପାବଳୀ ଏବଂ ଛଠ୍ ପୂଜା ସମୟରେ ପ୍ରବଳ ଭିଡ଼ ରହିଥାଏ।

Leave a Reply

Your email address will not be published. Required fields are marked *