Sense and Sensible
ପଶ୍ଚିମବଙ୍ଗର ଜଣେ ଭକ୍ତଙ୍କୁ ଧରିଲା ସିଂହଦ୍ଵାର ପୁଲିସ । ଚଷମାରେ ହିଡେନ କ୍ୟାମରା ଲଗାଇ ପ୍ରବେଶ କରିଥିଲେ । ମୋବାଇଲ ଓ ଚଷମା ଜବତ କରି ଯୁବଙ୍କକୁ ପଚରାଉଚରା । ପଶ୍ଚିମ ଦ୍ଵାର ନିକଟରୁ ମିଳିଲା ହିଡେନ କ୍ୟାମେରା ଯୁକ୍ତ ଚଷମା ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.