ପୁଣି ଶ୍ରୀମନ୍ଦିର ପରିସର ଫଟୋ ଭାଇରାଲ

ପୁରୀ : ପୁଣି ଭାଇରାଲ ହେଲା ଶ୍ରୀଜଗନ୍ନାଥ ମନ୍ଦିର ପରିସର ଫଟୋ ଭାଇରାଲ । ଯୁବକ ଜଣକ ମନ୍ଦିର ପରିସରରେ ଛିଡା ହୋଇଥିବା ଫଟୋ ଭାଇରାଲ । ସଂପୃକ୍ତ ଯୁବକ ମହାରାଷ୍ଟ୍ରର ,ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *