ପୁରୀରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ନୌସେନାର ଅଭ୍ୟାସ

ଡିସେମ୍ବର ୪ରେ ପ୍ରଦର୍ଶିତ ହେବ ଅସଲ ପରାକ୍ରମ। ସୁରକ୍ଷା ଦୃଷ୍ଟିରୁ ପୁରୀରେ ହାଇଆଲର୍ଟ ହେଲା ଜାରି l ରାଷ୍ଟ୍ରପତି ତଥା ତିନି ସେନାବାହିନୀର ମୁଖ୍ୟ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ l

Leave a Reply

Your email address will not be published. Required fields are marked *