ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆରମ୍ଭ । ଭୁବନେଶ୍ଵର ଜନତା ମଇଦାନରେ ସମ୍ମିଳନୀ । ଯୁବ ସମାବେଶରୁ ସମ୍ମିଳନୀ ଆରମ୍ଭ । ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଉପସ୍ଥିତ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ । ଜନତା ମଇଦାନରେ ୩ ଦିନ ଧରି ଚାଲିବ । କାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।