ବଡମ୍ବାରେ ଆରମ୍ଭ ହେଲା ଐତିହାସିକ ମହୋତ୍ସବ -୨୦୨୫

ସ୍ଥାନୀୟ ବିଧାୟକ ବିଜୟ କୁମାର ଦଳବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ। ୭ ଦିନ ବ୍ୟାପି ଅର୍ଥାତ୍ ମଇ ୨୦ ତାରିଖ ପର୍ଯ୍ଯନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିବ।

Leave a Reply

Your email address will not be published. Required fields are marked *