ବାତ୍ୟାରେ ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି

ବାତ୍ୟାରେ ରାଜ୍ୟର ୧୪ ଟି ଜିଲ୍ଲାର ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୬ ଲକ୍ଷ ୫୯ ହଜାର ଗୃହପାଳିତ ପ୍ରାଣୀ ଏଥିରେ ପ୍ରଭାବିତ ହୋଇଥିବା ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାରମ୍ଭିକ ଆକଳନ ଅନୁସାରେ ରାଜ୍ୟର ୧୨ ହଜାର ୫୦୯ ହେକ୍ଟର ଚାଷ ଜମି ଏଥିରେ ପ୍ରଭାବିତ ହୋଇଛି। ୫୮୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *