ବାଲେଶ୍ଵର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ICUରେ ଲଢୁଛନ୍ତି ପୀଡ଼ିତା

ଏଫଏମ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ସଂକଟାପନ୍ନ । AIIMS ICUରେ ଜାରି ରହିଛି ପୀଡ଼ିତାଙ୍କ ଚିକିତ୍ସା । AIIMSରେ ପୀଡ଼ିତାଙ୍କର ଡାଏଲିସିସ ଚାଲିଛି । ଦିଲ୍ଲୀ AIIMSର ପରାମର୍ଶ ଅନୁଯାୟୀ ଡାଏଲିସିସ ଚାଲିଛି । ପୀଡ଼ିତାଙ୍କ ପୋଟାସିୟମ ସ୍ତର କମିଯାଇଛି । ସୁଗାର ଲେବୁଲ ଉପରେ ବିଆଇ ନଜର ରଖିଛନ୍ତି । ଛାତ୍ରୀଙ୍କ ଅବସ୍ଥା ଜଟିଳ । ୭୨ ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞ ଦଳ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି ବୋଲି କୁହାଯାଇପରିବ ନାହିଁ ।

Leave a Reply

Your email address will not be published. Required fields are marked *