ଆସିବ ସମୃଦ୍ଧ କୃଷକ ନୀତି ,ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ କୁ ବୃଦ୍ଧି ହେବ । ଶହେଦିନ ମଧ୍ୟରେ ଲାଗୁହେବ ସୁଭଦ୍ରା ଯୋଜନା । ସବୁ ମହିଳାଙ୍କୁ ରାଜ୍ୟ ବିଜେପି ସରକାର ଦେବେ ପଚାଶ ହଜାର ଟଙ୍କା ଭାଉଚର । ଶ୍ରୀମନ୍ଦିର ଚାରିଦ୍ଵାର ଆଜିଠାରୁ ଖୋଲାହେବ ।
Sense and Sensible