ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ

ଖଣିଜ ସମ୍ପଦରେ ଭରପୁର ଓଡିଶା । ଓଡିଆ ଅସ୍ମିତା ପୁନର୍ଜୀବିତ କରିବାକୁ ଉଦ୍ୟମ । ନିଜର ଐତ୍ୟହ,କୀର୍ତ୍ତିରାଜିକୁ ନେଇ ପରିଚିତ ଓଡିଶା । ଗରିବ ,ଯୁବ, ଅନ୍ନଦାତା ,ନାରୀଶକ୍ତି ମୋ ସରକାରର ମୁଖ୍ୟ ଫୋକସ । ସୁଭଦ୍ରା ଯୋଜନାରେ ୧ କୋଟି ମହିଳା ଉପକୃତ ହୋଇଛନ୍ତି । ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି । ୩୧୦୦ ଟଙ୍କାରେ ଧାନ କିଣା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛୁ । ୨୦୨୪-୨୦୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇଛି । ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ପ୍ରଧାନମନ୍ତ୍ରୀ ‘ଇ-ବସ’ରେ ବିଭିନ୍ନ ସହରରେ ଚାଲିବ ‘ଇ –ବସ’ । ୨ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ ହଜାର ନିଯୁକ୍ତି । ଆସନ୍ତା ୫ ବର୍ଷରେ IT ରେ ୫୦ ହଜାର ନିଯୁକ୍ତି ଆବଶ୍ୟକ । ୫ ବର୍ଷରେ ୧.୫ ଲକ୍ଷ ସରକାରୀ ଚାକିରି ମିଳିବ । ପ୍ରଥମ ୨ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ ।

Leave a Reply

Your email address will not be published. Required fields are marked *