ବିଧାନସଭା ମୌସମୀ ଅଧିବେଶନ

ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ନାରାବାଜି । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହନ୍ନ ୪ ଟା ଯାଏଁ ମୁଲତବୀ । ହୋହଲ୍ଲା ଭିତରେ ମାତ୍ର ୨୦ ମିନିଟ ଚାଲିଲା ପ୍ରଶ୍ନକାଳ । ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ।

Leave a Reply

Your email address will not be published. Required fields are marked *