ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଚାଲିବ ସ୍ଵତନ୍ତ୍ର ଟ୍ରେନ ଓ ବସ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ରକୁ ୩୫୬ ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ସେହିପରି ରଥଯାତ୍ରା ପାଇଁ ପୁରୀକୁ ଚାଲିବ ହଜାରେ ବସ୍ । ଏଥିପାଇଁ ଅନ୍ୟ ରୁଟ୍ ବସକୁ ପୁରୀ ପାଇଁ ସ୍ଵତନ୍ତ୍ର ପରମିଟ୍ ଦିଆଯିବ। ୭ ଶହରୁ ୮ ଶହ ଘରୋଇ ବସ୍ ଏବଂ ବାକି ବସ୍ କ୍ରୁଟ ଓ ଓଏସଆରଟିସି ଯୋଗାଇ ଦେବ ।

Leave a Reply

Your email address will not be published. Required fields are marked *