ଚେନାବ ରେଲୱେ ବ୍ରିଜର ଲୋକାର୍ପଣ ଉତ୍ସବ । ଉଦଘାଟିତ ହେଲା ସର୍ବୋଚ୍ଚ ସେତୁ । ଉଦଘାଟନ କଲେ ନରେନ୍ଦ୍ର ମୋଦୀ । ୧୫ଶହ କୋଟି ଖର୍ଚ୍ଚରେ ନିର୍ମିତ ଅତ୍ୟାଧୁନିକ ସେତୁ । ୩୫୯ମିଟର ଉଚ୍ଚତା ,୧୩୧୫ମିଟର ଦୈର୍ଘ୍ୟର ସେତୁ । ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ ।
Sense and Sensible