ବେଙ୍ଗାଲୁରୁର ବର୍ଷା ବିତ୍ପାତ ,୩ ମୃତ

ବେଙ୍ଗାଲୁରୁର ବର୍ଷା ବିତ୍ପାତରେ ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ । ଗତକାଲି ୨ଜଣକ ମୃତ୍ୟୁ ହୋଇଥିଲା । ଆଜି ଜଣକ ମୃତ୍ୟୁ ହୋଇଛି । ଅନେକ ତଳିଆଞ୍ଚଳ ଜଳମଗ୍ନ ହୋଇଛି । ୧୨ ଘଣ୍ଟା ମଧ୍ୟରେ ୧୩୦ ମିଲିମିଟର ବର୍ଷା ରେକର୍ଡ । ପ୍ରବଳ ବର୍ଷା ପରେ ସହରରେ ଉପୁଜିଛି ଜଳବନ୍ଦୀ ସ୍ଥିତି । ସହରରେ ବିଭିନ୍ନ ସ୍ଥାନରେ ଜମି ରହିଛି ବର୍ଷା ପାଣି । ଜଳବନ୍ଦୀ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *