Sense and Sensible
ସାଇବର ଠକଙ୍କ ଜାଲରେ ପଡିଗଲେ ବୈଜ୍ଞାନିକ | ଆଉ ହରାଇଲେ ୭୦ ଲକ୍ଷରୁ ଅଧିକ ଟଙ୍କା | ମଧ୍ୟପ୍ରଦେଶର ଇନ୍ଦୋରରୁ ଏଭଳି ସାଇବର ଠକେଇର ମାମଲା ସାମ୍ନାକୁ ଆସିଛି | ଅଭିଯୋଗ ପରେ ଇନ୍ଦୋର କ୍ରାଇମ ଶାଖା ଠକଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛି।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.