ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ

ଓଡିଶା ସରକାର ରାଜ୍ୟରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ବାଧ୍ୟତାମୂଳକ କରିଛନ୍ତି । ନ ଲେଖିଲେ ଦିନକୁ ୫୦୦ ଟଙ୍କା ଜରିମାନା।

Leave a Reply

Your email address will not be published. Required fields are marked *