ଆଜି ପବିତ୍ର ସାବିତ୍ରୀ ବ୍ରତ । ଆମ ଓଡ଼ିଆ ଘରର ମହାନ ପରମ୍ପରା ତଥା ଆମ ସଂସ୍କୃତିର ଅନନ୍ୟ ପର୍ବ ସାବିତ୍ରୀ ବ୍ରତ। ସ୍ଵାମୀଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିବେ ସ୍ତ୍ରୀ । ସଧବାର ସମ୍ପତି ଶଙ୍ଖା ,ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିବେ ପତ୍ନୀ ।

Sense and Sensible