ଭଞ୍ଜନଗର ସବ ରେଜିଷ୍ଟ୍ରାର ଅଫିସ କିରାଣୀଙ୍କ ଘରେ ଭିଜଲାନ୍ସ ଚଢାଉ

ସବ ରେଜିଷ୍ଟ୍ରାର ଅଫିସ କିରାଣୀ ଧରାପଡିଲେ । ରାତି ଅଧରେ ଶ୍ରୀକାନ୍ତ ଡାକୁଆଙ୍କୁ ଧରିଲେ ଭିଜଲାନ୍ସ । ଗାଡିରୁ ୧ଲକ୍ଷ ୮୪ ହଜାର ଟଙ୍କା ଜବତ । ବୁଗୁଡା ବାସଭବନ ଓ ବେଲଗୁଣ୍ଠ ଅଫିସରେ ଚଢାଉ ।

Leave a Reply

Your email address will not be published. Required fields are marked *