ଭୁବନେଶ୍ଵର :- ଭଡା ଘରୁ ବାକ ଶକ୍ତିହୀନ ITI ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ମୃତ୍ୟୁ ପଛରେ ଜଣେ ଯୁବକ ଦାୟୀ ବୋଲି ପରିବାର ଲୋକଙ୍କ ଅଭିଯୋଗ । ମୃତଦେହ ଜବତ କରି ପୋଲିସର ଛାନବିନ,ମୃତକ ରାୟଗଡାର ସୂଚନା।
Sense and Sensible