ଭାରତରେ ଚୀନ ଭାଇରସ ଚିହ୍ନଟ

ଭାରତକୁ ବ୍ୟାପିଲା HMPV । ୨୦୦୧ରେ ପ୍ରଥମ ଥର ଠାବ ହୋଇଥିଲା । କରୋନା ଭଳି କାଶ , ଛିଙ୍କ ସହ ନାକରୁ ନିର୍ଗତ ତରଳ କଣିକା ଦ୍ଵାରା ବ୍ୟାପେ । ଭାରତରେ ୨ ଜଣ ସଂକ୍ରମିତ ଚିହ୍ନଟ । ବେଙ୍ଗାଲୁରୁରେ ପ୍ରଥମ HMPV ଚିହ୍ନଟ । ରୁଟିନ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ ଚିହ୍ନଟ । ଜଣେ ୩ ମାସ ଓ ଜଣେ ୮ ମାସର ଶିଶୁ ପଜିଟିଭ ଚିହ୍ନଟ । ୩ ମାସର ଶିଶୁ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛି । ଡାକ୍ତରଖାନାରେ ୮ ମାସର ଶିଶୁ ଚିକିତ୍ସାଧୀନ ଅବସ୍ଥାରେ । ୫ ବର୍ଷ ତଳକୁ ପିଲା ବେଶି ଆକ୍ରାନ୍ତ ହେଉଛି । ହ୍ୟୁମାନ ମେଟାନିମୋ ଭାଇରସ ବା HMPV । ଆକ୍ରାନ୍ତଙ୍କ ଠାରେ କାଶ ,ଜ୍ଵର ,ନାକ ବନ୍ଦ ଭଳି ଲକ୍ଷଣ ପ୍ରକାଶ । ନିମୋନିଆ ହେବା ସହ ଫୁସଫୁସ ଧଳା ଦେଖାଯାଉଛି । ରୋଗୀର ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି ।

Leave a Reply

Your email address will not be published. Required fields are marked *