ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଗସ୍ତରେ ଶୁକ୍ରବାର ମାଲଦ୍ବୀପରେ ପହଞ୍ଚିଛନ୍ତି। ଆଜି ମାଳଦ୍ବୀପର ୬୦ ତମ ସ୍ବାଧିନତା ଦିବସ ସମାରୋହରେ ମୋଦୀ ମୁଖ୍ୟ ଅତିଥିବା ଭାବେ ସାମିଲ୍ ହେବେ। ଏହି ଅବସରରେ ଭାରତ -ମାଳଦ୍ବୀପ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ ତମ ପୂର୍ତ୍ତି ମଧ୍ୟ ପାଳନ କରାଯିବ।
Sense and Sensible