ଭାରତ ଚମ୍ପିଆନ୍ସ ଟ୍ରଫି ଚମ୍ପିଆନ୍ସ

ତୃତୀୟ ଥର ଭାରତ ଜିତିଲା ଚମ୍ପିଆନ୍ସ ଟ୍ରଫି । ୨୫ ବର୍ଷ ତଳର ବଦଳ ନେଲା ଭାରତ । ୧ ଓଭର ବାକି ଥାଇ ଜିତିଲା ଭାରତ । ସବୁଆଡୁ ଟିମ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ ଆସିଛି । ଚମ୍ପିଆନ୍ସ ଟ୍ରଫିର ଚମ୍ପିଆନ୍ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *