ଭୁବନେଶ୍ଵର ପାଇଁ ମେଗାପ୍ଳାନ

ଭୁବନେଶ୍ୱର ସହରରେ ଯୋଗାଯୋଗକୁ ମଜଭୁତ କରିବା ଲାଗି ସରକାର ନୂଆ ମେଗା ପ୍ଲାନ୍‍ ଘୋଷଣା କରିଛନ୍ତି। ଏହାଦ୍ୱାରା ଭୁବନେଶ୍ୱର-ପୁରୀ-କଟକର ବିଭିନ୍ନ ଅଞ୍ଚଳକୁ ନେଇ ଏକ ଗ୍ରୟେଟର ଭୁବନେଶ୍ୱର ଗଠନର ପରିକଳ୍ପନା କରିଛନ୍ତି ବିଡିଏ ଏବଂ ପୂର୍ତ୍ତ ବିଭାଗ। ଏଥିଲାଗି ସଡ଼କ ପରିବହନ ସୁବିଧାକୁ ଉତ୍ସାହିତ କରିବା ଲାଗି ବ୍ୟବସ୍ଥା ହୋଇଛି। ରିଙ୍ଗ୍ ରୋଡ, ଏକାଧିକ ନୂଆ ରାସ୍ତା, ଫ୍ଲାଏଓଭର, ରେଳ ଓଭରବ୍ରିଜ୍‍ ପ୍ରଭୃତି ନିର୍ମାଣ ପାଇଁ ଏହି ମେଗା ପ୍ଲାନରେ ବ୍ୟବସ୍ଥା ହୋଇଛି ।

Leave a Reply

Your email address will not be published. Required fields are marked *