ଭୁବନେଶ୍ୱରରେ ଉଦ୍ଘାଟିତ ହୋଇଛି ରାଜ୍ୟର ସବୁଠାରୁ ଆଧୁନିକ ନ୍ୟାୟିକ ସୌଧ। ଏହି ସୌଧରେ ୫୬ଟି କୋର୍ଟରୁମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍ଘାଟନ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟାକୁ ଯେପରି ବିଳମ୍ବିତ କରା ନଯିବ ସେଥିଲାଗି ଦୃଷ୍ଟି ଦେବାକୁ ରାଷ୍ଟ୍ରପତି ବିଚାରପତିମାନଙ୍କୁ ପରାମର୍ଶ ଦେଇଛନ୍ତି।