Sense and Sensible
ଜଳେଶ୍ଵର ବାଣିଦା ଛକରେ ଭ୍ୟାନ ଓଲଟି ୭ ଶ୍ରମିକ ଆହତ । ଭାରସାମ୍ୟ ହରାଇ ଭ୍ୟାନ ଓଲଟି ୨ ମହିଳା ସମତେ ୭ ଆହତ । ଚାଷ କାମ ପାଇଁ ଭ୍ୟାନରେ ଆସୁଥିଲେ ଶ୍ରମିକ । ୨ ଜଣଙ୍କ ଅବସ୍ଥା ଗୁରୁତ୍ଵର , ଜଳେଶ୍ଵର ମେଡିକାଲରେ ଭର୍ତ୍ତି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.