ଭୟଙ୍କର ଭୂମିକମ୍ପ ପରେ ଆସିଲା ସୁନାମୀ

ରୁଷ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ପରେ ମାଡି ଆସିଲା ସୁନାମୀ । ରୁଷ ଓ ଜାପାନ ଉପକୂଳରେ ସୁନାମୀ ଆସିଥିବା ସୂଚନା । ରୁଷର କୁରିଲ ଆଇଲ୍ୟାଣ୍ଡରେ ମାଡ ହେଲା ସୁନାମୀ ଢେଉ । ଜାପାନ ହୋକାଇଡୋର ଉତ୍ତର ଆଇଲ୍ୟାଣ୍ଡରେ ମାଡ଼ ହେଲା ସୁନାମୀ । ରୁଷ ଉପକୂଳରେ ୮.୮ ତୀବ୍ରତାରେ ଭୂକମ୍ପ ପରେ ଆସିଲା ସୁନାମୀ । ଭୂମିକମ୍ପ ପରେ ତୁରନ୍ତ ସୁନାମୀ ଆଲର୍ଟ ଜାରି କରଯାଇଥିଲା । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର ।

Leave a Reply

Your email address will not be published. Required fields are marked *