ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଏକ ସୁସ୍ଥ ମହାବଳ ବାଘକୁ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଛି। ଅଭୟାରଣ୍ୟରେ କଳାବାଘ ସଂଖ୍ୟା ବଢ଼ୁଥିବାରୁ ଏହି ମାଇ ବାଘ ଏଠାରେ ସନ୍ତୁଳନ ରକ୍ଷାର କରିବ ବୋଲି ଆଶା କରାଯାଇଛି। ଏବେ ଜଙ୍ଗଲରେ ୨୭ଟି ପ୍ରାପ୍ତ ବୟସ୍କ ଏବଂ ୮ଟି ଛୁଆ ବାଘ ରହିଛନ୍ତି।
Sense and Sensible