ରାଜ୍ୟରେ ଚାଲିଛି ଲଗାଣ ଲଘୁଚାପ ବର୍ଷା, ବିଲରେ ପଡ଼ିଛି କଟା ଧାନ, ଚିନ୍ତାରେ ଚାଷୀ। ଆଜି ବି ବର୍ଷା ହେବ । କାଲିଠାରୁ ଶୀତ ବଢିବ। ଗତକାଲି ତାପମାତ୍ରା ରାଉରକେଲା ୮.୪ ଡିଗ୍ରୀ, ସୁନ୍ଦରଗଡ଼ ୧୦.୫, ଝାରସୁଗୁଡ଼ା ୧୦.୪, କିରେଇ ୧୧.୩, ଭୁବନେଶ୍ବର ୨୦.୪ ଏବଂ କଟକ ୧୮.୫ ଡିଗ୍ରୀ
Sense and Sensible