ରାଜ୍ୟର ୮ ସହର ତାପମାତ୍ରା ୩୫ ଡିଗ୍ରି ଉପରେ। ବଲାଙ୍ଗୀର ଓ ମାଲକାନଗିରି ୩୬ ଡିଗ୍ରି, ସମ୍ବଲପୁର ୩୫.୯, ଭବାନୀପାଟଣା ୩୫.୫ ଓ ଅନୁଗୁଳ ୩୫.୧, ଭୁବନେଶ୍ବରରେ ୩୩.୮ ଡିଗ୍ରି । ଆଜି କୁହୁଡି ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, କେନ୍ଦୁଝର, ନୟାଗଡ଼ ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ
