ରାସନ କାର୍ଡ ହିତାଧିକାରୀଙ୍କୁ ଅକ୍ଟୋବର ମାସରୁ ଗହମ ମିଳିବ

ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହିତ ୨୦%  ଗହମ ମିଳିବ ।ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି ଦେଇଥିବା ସୂଚନା ମିଳିଛି । ପୂର୍ବରୁ ବିଧାନସଭା ସମୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏ ବିଷୟରେ ସୂଚନା ଦେଇଥିଲେ । 

Leave a Reply

Your email address will not be published. Required fields are marked *