ପୁରୀ ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି ।ସମ୍ପତ୍ତି ତାଲିକା ଦେବେ ଶ୍ରୀମନ୍ଦିର କର୍ମଚାରୀ, ଶୁକ୍ରବାର ପିନ୍ଧିବେ ହସ୍ତତନ୍ତ ଲୁଗା। ସିସିଟିଭି ଲାଗିବ ,ନାମନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜାନୁୟାରୀ 31 ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ ଶ୍ରୀମନ୍ଦିରର କର୍ମଚାରୀ ।