ଶ୍ରୀମନ୍ଦିର ଆଇନ ଅଧିକ କଠୋର ସହ ସଂଶୋଧନ ପାଇଁ ପ୍ରସ୍ତାବ । ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନ । ମହାପ୍ରଭୁଙ୍କ ସଂସ୍କୃତିକୁ କ୍ଷୁର୍ଣ୍ଣ କଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ । ଶ୍ରୀମନ୍ଦିରରୁ ହିଡେନ କ୍ୟାମେରା ଧାରା ପଡିଲା ପରେ ପ୍ରସ୍ତାବ ।
Sense and Sensible