ଫୁଲବାଣୀରେ ସର୍ବନିମ୍ନ ୭ ଡ଼ିଗ୍ରୀ ତାପମାତ୍ରା ରେକର୍ଡ । ରାଉରକେଲା ୭.୨ ,ଝାରସୁଗୁଡା ୭.୭ ଡ଼ିଗ୍ରୀ ରେକର୍ଡ । ସୋନପୁର ୯ , ଭବାନୀପାଟନା ୯.୯ ଡ଼ିଗ୍ରୀ , ସୁନ୍ଦରଗଡ ୧୦.୨ , କେନ୍ଦୁଝର ୧୦.୬ ଡ଼ିଗ୍ରୀ ରେକର୍ଡ । ଟ୍ଵିନସିଟି ରେ ୧୪ଡ଼ିଗ୍ରୀ ତଳକୁ ଖସିଲା ରାତି ତାପମାତ୍ରା । ଭୁବନେଶ୍ଵର ୧୩.୨ ,କଟକ ୧୩.୫ ଡ଼ିଗ୍ରୀ ରେକର୍ଡ ହୋଇଛି ।
