ସିରିଜ ଦୁର୍ଘଟଣା ଘଟାଇଲା ମୋ ବସ

ରାଜଧାନୀ ଭୁବନେଶ୍ଵରରେ ସିରିଜ ଦୁର୍ଘଟଣା ଘଟାଇଲା ମୋ ବସ । ରାଜମହଲ – ମାଷ୍ଟର       ଛକ ମଝିରେ ସିରିଜ ଦୁର୍ଘଟଣା । ମୋ ବସ ପଚ୍ଛରୁ ଆଉ ଏକ ବସ ପିଟିବା ପରେ ବସକୁ ପିଟିଲା କାର । ଦୁର୍ଘଟଣାରେ ୪ ଆହତ ,ଘଟଣାସ୍ଥଳରେ ଉତ୍ତେଜନା । ବାରମ୍ବାର ମୋ ବସ ଦୁର୍ଘଟଣାକୁ ନେଇ ଉତ୍ତେଜନା ।

Leave a Reply

Your email address will not be published. Required fields are marked *