ହିରାକୁଦରେ ୬୪ ସୁଇସ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ ଟି ଗେଟ ରହିଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୬୩୦ ଫୁଟ ରହିଛି । ହୀରାକୁଦର ପ୍ରଥମ ବନ୍ୟା ଜଳ ମୁଣ୍ଡୁଳିରେ ପହଞ୍ଚିବା ପରେ ଫୁଲୁଛି ମହାନଦୀ । ପ୍ରତି ସେକେଣ୍ଡରେ ମୁଣ୍ଡୁଳିରେ ୪ ଲକ୍ଷ ୧୦ ହଜାର ୨୪୮ କ୍ୟୁସେକ ଜଳ ପ୍ରବାହିତ । ଆଜି ମୁଣ୍ଡୁଳିର ଅପ ଷ୍ଟିମରେ ଜଳସ୍ତର ୮୬.୭୦ ଫୁଟ ରହିଛି ।