୧୦୦ତମ ଉତକ୍ଷେପଣ କଲା ଇସ୍ରୋ

ଇସ୍ରୋ ପକ୍ଷରୁ ୧୦୦ ତମ ଜିସ୍‍ଏଲ୍‍ଭି ରକେଟ୍‍କୁ ସଫଳତାର ସହ ଉତ୍‍କ୍ଷେପଣ କରାଯାଇଛି।ଏହି ରକେଟ୍‍ ଦ୍ୱାରା ଜିଏସ୍‍ଏଲ୍‍ଭିଭି-ଏଫ୍‍ ୧୫ ସାଟେଲାଇଟ୍‍କୁ ଏହାର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇପାରିଛି। ଏହା ନାଭିଗେସନ୍‍ ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପେରିବ। ଆଜି ସକାଳ ୬ଟା ୨୩ ମିନିଟ ସମୟରେ ଏହି ରକେଟ୍‍ ଶ୍ରୀହରିକୋଟାଠାରୁ ଉତକ୍ଷେପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *