୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ

କୋଶଳ ସମାଜ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ପାଳନ । ତାମିଲନାଡୁରୁ  ନିର୍ଯାତିତ ଓଡିଆ ଯୁବତୀଙ୍କୁ  ଫେରାଇ ଆଣିବା ଦାବି । ଚାକିରି ନାଁ ରେ ନିର୍ଯାତନା  ଅଭିଯୋଗ । ଫେରାଇ ଆଣିବା ଦାବିରେ ଆନ୍ଦୋଳନ । ସେଥିପାଇଁ ଦୋକାନ ବଜାର , ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ।

Leave a Reply

Your email address will not be published. Required fields are marked *