Sense and Sensible
ଆଜି ୩ ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ୪ଦିନରେ ପ୍ରବଳ ବର୍ଷିବ । କେନ୍ଦୁଝର ,ବାଲେଶ୍ଵର ,ମୟୂରଭଞ୍ଜକୁ ଅରେଞ୍ଚ ଆଲର୍ଟ ଜାରି । ବର୍ଷା ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ପ୍ରତି ବେଗରେ ପବନ ବହିବ । ଉପକୂଳ ଓ ପଶ୍ଚିମ ଓଡିଶାର ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.