୫ ଦିନ ପ୍ରବଳ ବର୍ଷିବ ।

ଆଜି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ସତର୍କତା । ୨୫ ତାରିଖରେ ଅଧିକ ରହିବ ବର୍ଷା ପରିମାଣ । ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର । ଲଘୁଚାପ ପ୍ରଭାବରେ ୨୮ ଯାଏଁ ପ୍ରବଳ ବର୍ଷା ପୂର୍ବନୁମାନ । ଆଜି ପାଇଁ ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ।

Leave a Reply

Your email address will not be published. Required fields are marked *