Sense and Sensible
ଛତିଶଗଡ : ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ । କାଙ୍କେର ନାରାୟଣପୁର ସୀମା ଅବୁଝମଧ ଜଙ୍ଗଲରେ ଏନକାଉଣ୍ଟର । ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ ,ରାୟପୁରକୁ ଏୟାରଲିଫ୍ଟ । ବିପୁଳ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ,ସର୍ଚ୍ଚ ଅପରେସନ ଜାରି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.