ଏଥର ସ୍ୱତନ୍ତ୍ର ହେବ ସାଧାରଣତନ୍ତ୍ର ଦିବସ । ଲାଲକିଲ୍ଲାରେ ଦେଖାଯିବ ମହିଳା ସଶକ୍ତିକରଣ ଝଲକ, କେବଳ ମହିଳା କରିବେ ପରେଡ୍ ।

୨୦୨୪ ସାଧାରଣତନ୍ତ୍ର ଦିବସକୁ ଖାସ୍ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପରେଡରେ ଦେଖିବାକୁ ମିଳିବ ମହିଳା ସଶକ୍ତିକରଣର…

ପ୍ରବଳ ବରଫ ଝଡ଼ ଯୋଗୁଁ ଆମେରିକାବାସୀଙ୍କ ଅବସ୍ଥା ବେହାଲ : ଗଲାଣି ପାଖାପାଖି ୫୦ ଜଣଙ୍କ ଜୀବନ

ପ୍ରବଳ ବରଫ ଝଡ ଯୋଗୁଁ ଆମେରିକାବାସୀଙ୍କ ଅବସ୍ଥା ବେହାଲ । ବରଫ ଝଡ଼ ଯୋଗୁ ପାଖାପାଖି ୫୦ ଜଣଙ୍କ ଜୀବନ ଯାଇଛି…

ସାଟେଲାଇଟ୍ ଫଟୋ ଖୋଲିଲା ଚୀନର ଗୁମର । ଏଲଏସିରେ ଯୁଦ୍ଧ ପ୍ରସ୍ତୁତି ଚଲାଇଛି ବେଜିଂ । ଏପଟେ ଭାରତର ମିଶନ ‘୧୭୦୦ କିମି’

ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଚୀନ-ଭାରତ ସେନା ମୁହାଁମୁହିଁ ହେବା ପରେ ବେଜିଂ ପକ୍ଷରୁ ଚୀନ ସୀମାବର୍ତ୍ତୀ ଅଂଚଳରେ ବ୍ୟାପକ ଡ୍ରୋନ୍…

କଲମ୍ବିଆରେ ଭୟଙ୍କର ଭୂସ୍ଖଳନ; ମାଟି ତଳେ ଦବିଗଲା ବସ୍, ୩୩ମୃତ, ଅନେକ ଆହତ

କଲମ୍ବିଆ ଭୟଙ୍କର ଭୂସ୍ଖଳନରେ ୩୩ଜଣଙ୍କ ମୃତ୍ୟୁ । ଲ୍ୟାଣ୍ଡସ୍ଲାଇଡିଂ ଯୋଗୁ ମାଟି ତଳେ ଦବି ହୋଇଯାଇଛି ଯାତ୍ରୀବାହୀ ବସ୍ । ଫଳରେ…

ମାଡି ଆସିଲା ଲାଭା : ଇଣ୍ଡୋନେସିଆରେ ଫାଟିଲା ଜ୍ୱାଳାମୁଖୀ ମାଉଣ୍ଟ ସେମେରୋ, ୨ ହଜାର ଲୋକ ସ୍ଥାନାନ୍ତରିତ

ଇଣ୍ଡୋନେସିଆରେ ସବୁଠାରୁ ଉଚରେ ଥିବା ଜ୍ୱାଳାମୁଖୀ ମାଉଣ୍ଟ ସେମେରୋ ଫାଟିଛି । ଏହାର ପ୍ରଭାବରେ ୧୨ ହଜାର ଫୁଟ ଉଚରେ ଜ୍ୱାଳାମୁଖୀ…

ଋଷ- ୟୁକ୍ରେନ୍ ଯୁଦ୍ଧ । କିଏ ହରାଇଛି କେତେ ସୈନ୍ୟ ଓ ସେନାଧିକାରୀ?

କୌଣସି ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧ ମଧ୍ୟରେ ସର୍ବାଧିକ ଦିନ ଚାଲିଲାଣି ଋଷ- ୟୁକ୍ରେନ୍ ଯୁଦ୍ଧ ।ଏଥିରେ କେବଳ ନିରୀହ…

୧୦୦ ରୁ ଅଧିକ ଫାୟାର ବ୍ରିଗେଡ୍ ବି ଲିଭାଇ ପାରୁନି ନିଆଁ । । ଦିଲ୍ଲୀ ସ୍ଥିତ ଏସୀଆର ସବୁଠୁ ବଡ ଇଲେକ୍ଟ୍ରୋନିକ୍ ମାର୍କେଟ୍ ଜଳି ପାଉଁଶ

ଦିଲ୍ଲୀ ଚାନ୍ଦନୀ ଚୌକରେ ଥିବା ଏସୀଆର ସବୁଠୁ ବଡ ଇେ ଇଲେକ୍ଟ୍ରୋନିକ୍ ମାର୍କେଟ୍ ଜଳିପୋଡି ପାଉଁଶ ହୋଇଛି । ଦୀର୍ଘ ୩୬…

ଭୂମିକମ୍ପରେ ଥରିଲା କ୍ରେଟା ଆଇଲାଣ୍ଡ; ଅଶାନ୍ତ ସମୁଦ୍ର, ଆସିପାରେ ସୁନାମୀ

 ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଗ୍ରୀସର କ୍ରେଟେ ଦ୍ୱିପ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ମପାଯାଇଛି। ସୋମବାର ସକାଳେ ଏହି…

ଭାରତ ହାତକୁ ଆସିଲା ଜି-୨୦ ଅଧ୍ୟକ୍ଷ ପଦ : ବାଲି ସମ୍ମିଳନୀ ଶେଷରେ କରାଗଲା ହସ୍ତାନ୍ତର

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହୋଇଥିବା ଜି-୨୦ ବୈଠକ ବୁଧବାର ଶେଷ ହୋଇଥିବା ବେଳେ ଭାରତକୁ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର ହୋଇଛି ।…

ନାଟୋ ଦେଶ ସୀମାରେ ପଡ଼ିଲା ଋଷ୍ ମିସାଇଲ, ୨ଜଣଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ ଡାକିଲେ ଜରୁରୀକାଳୀନ ବୈଠକ

ୟୁକ୍ରେନ୍ ଉପରେ ପୁଣି ମିସାଇଲ ମାଡ଼ କରିଛି ଋଷ୍ । ୟୁକ୍ରେନର କୀବ୍, ଖାରକୀବ୍, ଖାରସେନ, ଓଡ଼େସା ପ୍ରାନ୍ତରେ ଉପରେ ହମଲା…