ବାଲେଶ୍ଵର ସହରରେ କର୍ଫ୍ୟୁ

ବାଲେଶ୍ଵରରେ ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ବିବାଦ ଓ ଉତ୍ତେଜନା ସୃଷ୍ଟି ହୋଇଛି । ପୋଡା ଜଳା ପରେ…

ପଶ୍ଚିମବଙ୍ଗରେ ମର୍ମନ୍ତୁତ ଟ୍ରେନ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଙ୍ଗ ଜିଲ୍ଲା ସିଲିଗୁଡି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ସହ ମାଲବାହୀ ଟ୍ରେନ ଧକ୍କା । ରେଳଧାରଣାରୁ ଖସିପଡିଲା ବଗି ।…

ଆସନ୍ତାକାଲି ଶପଥ ନେଲେ ନରେନ୍ଦ୍ର ମୋଦୀ

ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାରେ ଶପଥ ନେଲେ ନରେନ୍ଦ୍ର ମୋଦୀ । ମୋଦୀଙ୍କ ସହ ୭୧ଜଣ…

ରବିବାର(ଜୁନ ୯) ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ

ରବିବାର(ଜୁନ ୯) ସନ୍ଧ୍ୟା ୭.୧୫ରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ ,ତାଙ୍କ ସହ ଅନ୍ୟ କ୍ୟାବିନେଟ…

|| ଗରିବଙ୍କୁ ଠକୁଛନ୍ତି ସରକାର ||

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ  ଅନ୍ତର୍ଗତ ସୁଗୋ ପଞ୍ଚାୟତ ର ମା ଗ୍ରାମରେ ୧୧ ନମ୍ବର ୱାର୍ଡର ୨୦୦ରୁ ଅଧିକ ପରିବାର ଆଜିବି ମୌଳିକ ବ୍ୟବସ୍ଥାରୁ ବଞ୍ଚିତ । ନା ଅଛି ଶୌଚାଳୟ, ନା ଅଛି ପିଇବା ପାଣି, ପକ୍କା ରାସ୍ତା ନାହିଁ କିମ୍ବା ପକ୍କାଘର ଯୋଜୋନାରୁ ବଞ୍ଚିତ |

ନିଲମ୍ବନ ପରେ କଳିଙ୍ଗ ପୋଷ୍ଟ ରେ ବ୍ରଜମୋହନ ପ୍ରଧାନ ଙ୍କ ଦ୍ଵାରା ପ୍ରଥମ ପ୍ରତିକ୍ରିୟା

ବିଜେଡି ର ଆସାଇ ପ୍ରାଥି ବ୍ରଜମୋହନ ପ୍ରଧାନଙ୍କୁ ବିଜେଡି ଦଳରୁ ରାଜ୍ୟ ବିଜେଡି ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ BJD…

ପ୍ରଧାନଶିକ୍ଷକ ଙ୍କ ନାମରେ ଦୁର୍ନୀତି ଅଭିଯୋଗ ରେ ଅଭିବାବକ ଙ୍କ ସ୍କୁଲ୍ ସମ୍ମୁଖରେ ଧାରଣା।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଳକ କାଳିକ ପଞ୍ଚାୟତ ହାତିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ବାରିକଙ୍କ ନାମରେ ଦୁର୍ନୀତି…

ନକଲି ୱେବସାଇଟ ଜରିଆରେ ତିରୁପତି ତିରୁମାଲା ଭକ୍ତଙ୍କୁ ଠକେଇର ପର୍ଦ୍ଦାଫାଶ, ମନ୍ଦିର ପ୍ରଶାସନର ଅଭିଯୋଗ ପରେ ୪୧ଟି ନକଲି ୱେବସାଇଟକୁ ବନ୍ଦ

ଭକ୍ତଙ୍କୁ ବି ଛାଡ଼ିଲେନି ସାଇବର ଠକ । ଆନ୍ଧ୍ରପ୍ରଦେଶରରେ ୪୧ ଟି ନକଲି ୱେବସାଇଟ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ । ତିରୁପତି…

ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ : ଦେଓଗାଁ ବ୍ଲକରେ ପଡ଼ିଲା ପଶୁପକ୍ଷୀଙ୍କ ବଳି; ଶହ ଶହ ମାନସିକଧାରୀଙ୍କ ଭିଡ଼

ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ । ବଲାଙ୍ଗୀର ଦେଓଗାଁ ଖାଇରଗୁଡା ଶୁଲିଆ ପୀଠରେ ପଡିଛି ବଳି । ପଶୁପକ୍ଷୀଙ୍କ…