ଅସହ୍ୟ ତାତିରେ ଜଳୁଛି ରାଜ୍ୟ ।ଆଗକୁ ଆହୁରି ବଢିବ ତାତି।

ଭୁବନେଶ୍ଵର: ସାରା ରାଜ୍ୟରେ ଅସହ୍ୟ ତାତି ବଢୁଛି ।କିଛି କିଛି ସ୍ଥାନରେ ୪୦ଡିଗ୍ରୀ ଉପରେ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି ।ବୁଧବାର ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି ।ସେହି ସହର ଗୁଡିକ ହେଲା ବଲାଙ୍ଗୀର,ଟିଟଲାଗଡ,ବୌଦ୍ଧ,ଝାରସୁଗୁଡା,ସମ୍ବଲପୁର,ଭବାନୀପାଟଣା ଓ ସୋନପୁର ଯାହାର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି । ଏହି ସହରଗୁଡିକୁ ଛାଡି ଦେଲେ ବାକି ଅଧିକାଂଶ ସହରରେ ତାପମାତ୍ରା କମ୍ ରହିଛି। 

Leave a Reply

Your email address will not be published. Required fields are marked *