କୁମାରୀ ବେଶରେ ଦର୍ଶନ ଦେବେ ମା’ ଚର୍ଚ୍ଚିକା : ୧୦୮ ଗରା ଶୁଦ୍ଧ ଜଳରେ ସ୍ନାନ କରିବେ ମା’

ଆଜି କୁମାରପୂର୍ଣ୍ଣିମା । ବାଙ୍କୀର ଅଧିଷ୍ଠାତୀ ମା’ ଚର୍ଚ୍ଚିକା କୁମାରୀ ବେଶରେ ଦର୍ଶନ ଦେବେ । ମହାନଦୀରୁ ୧୦୮ ଗରା ଜଳରେ ମାଜଣା କରାଯିବା ପରେ ମା’ଙ୍କୁ ଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥାଏ । ପରେ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ଅପରାହ୍ନ ୧୨ଟା ସମୟରେ ପୂଜାର୍ଚ୍ଚନା କରାଯାଇ କୁମାରୀ ବେଶରେ ମା’ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *