ଦିଘା ମୁହାଣରେ ଲାଗିଲା ବିରଳ ପ୍ରଜାତିର ମାଛ, ଦେଖିବାକୁ ଲାଗିଲା ଗହଳି

 ଓଡିଶା ପଶ୍ଚିମ ବଙ୍ଗ ସୀମାନ୍ତ ଦିଘା ମୁହାଣରେ ଏକ ବିରୋଳ ପ୍ରଜାତିର ଶଙ୍କର ଜାତୀୟ ମାଛ ଦେଖିବାକୁ ମିଳିଛି । ଯାହାର ଓଜନ ପ୍ରାୟ ୫୦୦-୫୫୦ କିଲୋଗ୍ରାମ ହେବ । ଏହାର ମୁହ ଲମ୍ବା କରତ ଭଳି ଦେଖିବାକୁ । ଏହା ସାଧାରଣତ ଗଭୀର ସମୁଦ୍ରରେ ଦେଖାଯାଏ ।

ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି ଯେ ଏହି ବିରଳ ପ୍ରଜାତିର ମାଛରୁ ଜୀବନ ପ୍ରଦାନକାରୀ ଔଷଧ ତିଆରି କରାଯାଏ । ପାରାଦ୍ୱୀପର ଏକ ଟ୍ରଲରରେ ଏହି ମାଛଟି ଦିଘା ମୁହାଁଣକୁ ଆସିଥିବା ସୂଚହନା ମିଳିଛି । ଏହି ମାଛଟି ପ୍ରାୟ ବିଲୁପ୍ତ । ଏହି ମାଛ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଆଜି ଦିଘା GKD ରେ ନିଲାମ ହୋଇଥିଲା । ଯାହାର ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *