ବାୟୁସେନାର ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ

ପୁଣି ଦୁର୍ଘଟଣାଗସ୍ତ ହେଲା ବାୟୁସେନାର ଆଉ ହେଲିକ୍ୟାପ୍ଟର । ଘର ଉପରେ ଖସିପଡିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ । ରାଜସ୍ଥାନର ହନୁମାନଗଡରେ ଏଭଳି ଦୂର୍ଘଟଣ ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ପାଇଲଟ ଜଣଙ୍କ ସୁରକ୍ଷିତ ଥିବା ସୂଚନା ମିଳିଛି । ହେଲିକ୍ୟାପ୍ଟରଟି ଏକ ଘର ଉପରେ ଖସିପଡିବାରୁ ଘରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଯୁଦ୍ଧ ବିମାନ ସୁରତଗଡ଼ରୁ ଉଡାଣ ଭରିଥିଲା । ନିକଟରେ ବାୟୁସେନାର ଧ୍ରୁବ ହେଲିକ୍ୟାପ୍ଟର ଜାମ୍ମୁ କାଶ୍ମୀର କିସ୍ତିୱାଡାରେ ଦୁର୍ଘଟଣା ଗସ୍ତ ହୋଈଥିଲା । ଏଥିରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଜାନୁଆରୀରେ ସୁଖୋଇ-୩୦ ଯୁଦ୍ଧ ବିମାନ ମୀରାଜ ୨୦୦୦ ଦୁର୍ଘଟଣାସ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *