||ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜଳେଶ୍ଵର କଂଗ୍ରେସ କମିଟି ଆହ୍ୱାନରେ ଏକ ଅଭିନବ ଧରଣର ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ||

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜଳେଶ୍ଵର କଂଗ୍ରେସ କମିଟି ଆହ୍ୱାନରେ ଏକ ଅଭିନବ ଧରଣର ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଆୟୂଜିତ ଏହି କାର୍ଯ୍ୟ କ୍ରମରେ ଉଦ୍ଘାଟନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ସତ୍ୟସୁନ୍ଦର୍ ଦାସ , ରାଜ୍ୟ congress ମୁଖପାତ୍ର ସୁଦର୍ଶନ ଦାସ।

 ଜିଲ୍ଲା ରକ୍ତଦାତା ସଂଘ ଓ ସମ୍ବାଦ ଆମ ଓଡ଼ିଶା ସୋହଯୋଗ ରେ ଆୟୋଜକ ବ୍ଲକ୍ କଂଗ୍ରେସ ସଭାପତି ରାଜୀବ କୁମାର ପରିଡ଼ା, ନଗର କଂଗ୍ରେସ ସଭାପତି ଗିରିଜା ଶଙ୍କର ଦାସ , କୃଷକ କଂଗ୍ରେସ ସଭାପତି ସୁଦାମ ପତ୍ର ,ଯୁବନେତା ଗତିକୃଷ୍ଣ ଦଳାଇ ,ପଞ୍ଚାୟତ ସଭାପତି ସୁଧୀର ଦାସ ପ୍ରମୁଖ ସହଯୋଗ କରିଛନ୍ତି

Leave a Reply

Your email address will not be published. Required fields are marked *