ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ  ଅନ୍ତର୍ଗତ ସୁଗୋ ପଞ୍ଚାୟତ ର ମା ଗ୍ରାମରେ ୧୧ ନମ୍ବର ୱାର୍ଡର ୨୦୦ରୁ ଅଧିକ ପରିବାର ଆଜିବି ମୌଳିକ ବ୍ୟବସ୍ଥାରୁ ବଞ୍ଚିତ । ନା ଅଛି ଶୌଚାଳୟ, ନା ଅଛି ପିଇବା ପାଣି, ପକ୍କା ରାସ୍ତା ନାହିଁ କିମ୍ବା ପକ୍କାଘର ଯୋଜୋନାରୁ ବଞ୍ଚିତ |

Leave a Reply

Your email address will not be published. Required fields are marked *