|| ଦୁଇଫାଳ  ଜଳେଶ୍ୱର BJD 2 ||

ଜଳେଶ୍ବର ଠାରେ ଆରମ୍ଭ ହୋଇଛି BJD ra ଜନସଂପର୍କ ପଦଯାତ୍ରା ।
ଉକ୍ତ ସଭାରେ ଉପସ୍ଥିତ ଥିଲେ ବିଧାୟକ ଶ୍ରୀ ଅଶ୍ୱନି ପାତ୍ର  , ପର୍ଯ୍ୟବେକ୍ଷଣ ମନ୍ତ୍ରୀ ପ୍ରତାପ ବେଭ ଏବଂ ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା । ଏପଟେ
ଜଳେଶ୍ଵର ନିର୍ବାଚନ ମଣ୍ଡଳୀରେ ବିଜେଡି ରୁ ବହିଷ୍କୃତ ହୋଇଥିବା ବେଳେ ବ୍ରଜମୋହନ ପ୍ରଧାନ ଙ୍କ ଦ୍ଵାରା ଏକ ବିଶାଳ ସମାବେଶ ଏବଂ ପଦଯାତ୍ରା ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ
#ଏ_ବିଶାଳ_ସମାବେଶ_ଏବଂ_ପଦଯାତ୍ରା_୨୦୨୪ରେ_ବ୍ରଜମୋହନ_ପ୍ରଧାନଙ୍କୁ_ଜଳେଶ୍ବର_ବିଧାୟକ_କରିବା_ପାଇଁ
#ଏ_ବିଶାଳ_ସମାବେଶ_ଏବଂ_ପଦଯାତ୍ରା_୨୦୨୪ରେ_ନେତୃତ୍ୱ_ପରିବର୍ତ୍ତନ_ପାଇଁ
#ଏ_ବିଶାଳ_ସମାବେଶ_ଏବଂ_ପଦଯାତ୍ରା_୨୦୨୪ରେ ବିଜେଡି  ବିରୋଧରେ_ବିଜେଡି ଲଢେଇ_ପାଇଁ
#ଏ_ବିଶାଳ_ସମାବେଶ_ଏବଂ_ପଦଯାତ୍ରା
           ଆଜି ଜଳେଶ୍ଵର ନିର୍ବାଚନ ମଣ୍ଡଳ ସ୍ତରୀୟ କୋଟସାହି ଗ୍ରାମପଞ୍ଚାୟତ ଠାରେ ନେତୃତ୍ବ ପରିବର୍ତ୍ତନ ଓ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ଏହି ବିଶାଳ ସମାବେଶରେ  ହଜାର ହଜାର ଲୋକ ଆମ ପ୍ରତି ଆସ୍ଥା ପ୍ରକଟ କରିଥିଲେ।

Leave a Reply

Your email address will not be published. Required fields are marked *