|| ବସ୍ତାରେ କେବଳ ସୁବାସିନୀ କହିଲେ ଅଶ୍ୱନୀ ||

ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। ସଭାରେ ଉପସ୍ଥିତ ଥିଲେ ପୂର୍ବତନ Balasore ସାଂସଦ ରବୀନ୍ଦ୍ର ଜେନା , ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରତାପ ଦେବ,ସୁବସିନି ଜେନା , ଅଶ୍ୱନି ପାତ୍ର, ପ୍ରମୁଖ ।

Leave a Reply

Your email address will not be published. Required fields are marked *